STORYMIRROR

shaikh mozahid mahatab

Inspirational

3  

shaikh mozahid mahatab

Inspirational

ଧନ୍ୟବାଦ ଗୁରୁ

ଧନ୍ୟବାଦ ଗୁରୁ

1 min
153


ଆଦର ଯତନ ସ୍ନେହ ପାଇ ତୁମ

ସୂକ୍ଷ୍ମ ଚାରା ହୁଏ ଦ୍ରୁମ 

କୌତୁହଳ କରି ଶିକ୍ଷା ଦିଅ ଯାହା

ଭେଦ କରେ ଶିରମର୍ମ ।


ନୁହଁ ତୁମ୍ଭେ ନର ସାକ୍ଷାତ ଈଶ୍ୱର

ଅଟ ତୁମ୍ଭେ ଶକ୍ତିମାନ 

ମାତା ପିତା ପରେ ତୁମେ ହିଁ ତ ଅଟ

ଧରା ଧାମେ ଭଗବାନ ।


ମାଆଙ୍କ ଆଦର ବାପାଙ୍କ ଶାସନ

ସବୁ ତ ତୁମରି ପାଶେ 

ତୁମରି ଆଦର୍ଶ ତ୍ୟାଗ ପୂତ ଛବି

ହୃଦୟ ସରରେ ଭାସେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational