Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

shaikh mozahid mahatab

Inspirational Children

4  

shaikh mozahid mahatab

Inspirational Children

ମନେ ରହିବେ କଲାମ

ମନେ ରହିବେ କଲାମ

1 min
398



ଭାରତ ମାତା ଆଜି ଗର୍ବିତ ହୋଇଛି

ତା କୋଳେ ଜନ୍ମ ତୁମର,

ବିଶ୍ଵ ପରିଚିତ ହେ ଅବଦୁଲ କଲାମ

ଘେନ ପ୍ରଣାମ ଆମର ।


କିଏ କହେ ତୁମକୁ ମିସାଇଲ ମ୍ୟାନ,

କିଏ କହେ ତୁମକୁ ଜ୍ଞାନର ଭଣ୍ଡାର,

ତୁମେଥିଲ ଆମ ହୃଦୟ ସମ୍ରାଟ

ଭାରତ ମାତାର ସୁଯୋଗ୍ୟ ସନ୍ତାନ l


ସକଳ କ୍ଷେତ୍ରରେ ପାରଙ୍ଗମ ତୁମେ

ତରୁଣ ଜୀବନ ଶିକ୍ଷା,

ରକତେ ତୁମର ସ୍ବପ୍ନ ଆଗମନ

ଇତିହାସେ ତାହା ଲେଖା ।


ନିଜ ପ୍ରତିଭା ବଳରେ ହୋଇଥିଲ ତୁମେ

ପୃଥିବୀରେ ଶ୍ରେଷ୍ଠତ୍ତମ 

ମୃତ୍ୟଂଜୟ ତୁମେ ହେ କର୍ମବୀର

ତୁମକୁ କୋଟି ପ୍ରଣାମ।।


ଆଜି ଝୁରୁଛି ଦେଶ ତୁମକୁ

ତୁମେ ଥିଲ ଗୁଣ ଗ୍ରାହି,

ଦେଶ ଇତିହାସେ ସ୍ୱର୍ଣ୍ଣ ଅକ୍ଷରରେ

ଗଲା ତୁମ ନାମ ରହି ।


 


Rate this content
Log in

Similar oriya poem from Inspirational