STORYMIRROR

SASMITA ACHARJYA

Abstract

4  

SASMITA ACHARJYA

Abstract

ସମାଜ

ସମାଜ

1 min
266

   

 

ହାରେ ହାରେ ସମାଜ ହାରେ ହାରେ ସମାଜ

ଯୁଗ କୁ ଦେଖି ଯୁଗ ବଢିଲା

ଗାଁ କୁ ଦେଖି ସହର ବଢିଲା

ଘାଟକୁ ଦେଖି ହାଇବେ ବଢିଲା

ଚାହିଦା କୁ ଦେଖି ଦାମ୍ ବଢିଲା

ହାରେ ହାରେ ସମାଜ ହାରେ ହାରେ ସମାଜ ।

ଯୁବ ସମାଜ ଦେଖି ସୋସି୍ଲ ମିଡିଆ ବଢିଲା

ପୁରୁଣା ବେଶ ଦେଖି ଆଧୁନିକ ବେଶ ବଢିଲା

ବେକାର କୁ ଦେଖି       ସମସ୍ୟା ବଢିଲା

ଦୁଃଖ କୁ ଦେଖି ଦାରିଦ୍ୟ   ବଢିଲା

ହାରେ ହାରେ ସମାଜ ହାରେ ହାରେ ସମାଜ ।

କର୍ମ କୁ ଦେଖି ଦୁଷ୍ଳମ  ବଢିଲା

ନ୍ୟାୟ ଦେଖି ଅନ୍ୟାୟ ବଢିଲା

ଧର୍ମ ଦେଖି  ଅଧର୍ମ  ବଢିଲା

କଳା ସାହିତ୍ୟ କୁ ଦେଖି ଭାସ୍ଳର୍ଯ୍ୟ ବଢିଲା

ହାରେ ହାରେ ସମାଜ ହାରେ ହାରେ ସମାଜ ।

ଭଲ କୁ ଦେଖି ଖରାପ ବଢିଲା

ସତ୍ୟ କୁ ଦେଖି ଅସତ୍ୟ ବଢିଲା

ଭଲପାଇବା କୁ ଦେଖି ଛଳନା ବଢିଲା

ଭାବକୁ ଦେଖି ପୀରତି ବଢିଲା

ବିଶ୍ୱାସ କୁ ଦେଖି ଅବିଶ୍ୱାସ ବଢିଲା

ଗର୍ବ , ଅହକାର କୁ ଦେଖି ମୁକାର ବଢିଲା

ହାରେ ହାରେ ସମାଜ ହାରେ ହାରେ ସମାଜ ।

ରାଗକୁ ଦେଖି କ୍ରୋଧ ବଢିଲା

ହିଂସା କୁ ଦେଖି ଘୁଣା ବଢିଲା

ସଚଟ ଦେଖି ଲାଞ୍ ବଢିଲା

ସାହାର୍ୟ୍ୟ କୁ ଦେଖି ଅବିବେକ ବଢିଲା

ମଣିଷ କୁ ଦେଖି ସ୍ୱାଥପର ବଢିଲା

ହାରେ ହାରେ ସମାଜ ହାରେ ହାରେ ସମାଜ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract