Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

SASMITA ACHARJYA

Inspirational


3  

SASMITA ACHARJYA

Inspirational


ଗୁରୁ

ଗୁରୁ

1 min 6.9K 1 min 6.9K


ଗୁରୁ ଅନ୍ଧାରକୁ

ଆଲୋକ ପ୍ରଦାନ କରନ୍ତି

ଗୁରୁ, ଅବାଟରେ ଗଲେ

ବାଟକୁ ଆଣିଥାନ୍ତି

ଗୁରୁ ଅଟନ୍ତି ମା, ବାପା

ଶିକ୍ଷକ ଓ ଭଗବାନ

ଗୁରୁ ସବୁଠୁ ଶ୍ରେଷ୍ଠ ଜଗତରେ

ଗୁରୁ ବିନା ସୃଷ୍ଟି ନାହିଁ

ଆମ ଜୀବନ ପଥ

ଗୁରୁ ଯୁଗ ଯୁଗ ଧରି

ଦେଉ ଥିବୁ ସମ୍ମାନ ପଦ

ଗୁରୁଙ୍କର ସ୍ଥାନ ସବୁଠୁ

ଉପରେ ଏ ଦୁନିଆରେ

ଗୁରୁଙ୍କର ମୂଲ୍ୟ ନାହିଁ

କାହାରି ପାଖରେ

ଗୁରୁଙ୍କ ତୁଳନା ନାହିଁ ଟଙ୍କା ରେ

ଗୁରୁ ସେ ଚିର ଜୀବିତ ଥାଆନ୍ତି

ପ୍ରତେକ ମାନବ ଭିତରେ

ଗୁରୁ ମୋର ସବୁ କିଛି

ଗୁରୁ ମୋର ସାଇନାଥ

ଗୁରୁଙ୍କର ବାଣୀ

ଜୀବନର ଆଦର୍ଶ

ମୋ ସଫଳତାର ଶେଷ ।।


Rate this content
Log in

More oriya poem from SASMITA ACHARJYA

Similar oriya poem from Inspirational