STORYMIRROR

SASMITA ACHARJYA

Inspirational

3  

SASMITA ACHARJYA

Inspirational

ଗୁରୁ

ଗୁରୁ

1 min
13.8K



ଗୁରୁ ଅନ୍ଧାରକୁ

ଆଲୋକ ପ୍ରଦାନ କରନ୍ତି

ଗୁରୁ, ଅବାଟରେ ଗଲେ

ବାଟକୁ ଆଣିଥାନ୍ତି

ଗୁରୁ ଅଟନ୍ତି ମା, ବାପା

ଶିକ୍ଷକ ଓ ଭଗବାନ

ଗୁରୁ ସବୁଠୁ ଶ୍ରେଷ୍ଠ ଜଗତରେ

ଗୁରୁ ବିନା ସୃଷ୍ଟି ନାହିଁ

ଆମ ଜୀବନ ପଥ

ଗୁରୁ ଯୁଗ ଯୁଗ ଧରି

ଦେଉ ଥିବୁ ସମ୍ମାନ ପଦ

ଗୁରୁଙ୍କର ସ୍ଥାନ ସବୁଠୁ

ଉପରେ ଏ ଦୁନିଆରେ

ଗୁରୁଙ୍କର ମୂଲ୍ୟ ନାହିଁ

କାହାରି ପାଖରେ

ଗୁରୁଙ୍କ ତୁଳନା ନାହିଁ ଟଙ୍କା ରେ

ଗୁରୁ ସେ ଚିର ଜୀବିତ ଥାଆନ୍ତି

ପ୍ରତେକ ମାନବ ଭିତରେ

ଗୁରୁ ମୋର ସବୁ କିଛି

ଗୁରୁ ମୋର ସାଇନାଥ

ଗୁରୁଙ୍କର ବାଣୀ

ଜୀବନର ଆଦର୍ଶ

ମୋ ସଫଳତାର ଶେଷ ।।


Rate this content
Log in

Similar oriya poem from Inspirational