Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SASMITA ACHARJYA

Inspirational

3  

SASMITA ACHARJYA

Inspirational

ବୋଉ

ବୋଉ

1 min
6.9K




ବୋଉ ଡାକରେ ଅଛି ଯେ ମଧୁର

ବୋଉ ଡାକରେ ଅଛି ନିଜର ଭାବର ।

ବୋଉ ଡାକରେ ସବୁ ସୁଖଦୁଃଖ ସାଗର

ବୋଉ ବା ଜଗତର ଶ୍ରେଷ୍ଠ ଉପହାର ।

ବୋଉ କେତେ କଷ୍ଟ ସହି ଆଣିଛି

ମୋତେ ସମାଜ ରେ ।

ବୋଉ ବା ଦେବୀ ସ୍ୱରୁପ

ପ୍ରତ୍ୟେକ ପିଲାର ଜୀବନ ରେ।

ବୋଉ ସାଙ୍ଗ ସାଥି ସବୁ କିଛି ରେ

ବୋଉ ର ଆଶୀର୍ବାଦେ ଜିଣିବି ଜଗତରେ

ବୋଉ ର ମ୍ୱଲ୍ୟ ଅପାର ଦୁନିଆଁରେ ।

ବୋଉ ନିଜେ ନଖାଇ ପିଲା

ଙ୍କୁ ଖୁଆଇ ଥାଏ .।

ବୋଉ ନିଜର ଖୁସି କୁ ଭୁଲି

ଅନ୍ୟ ଙ୍କୁ ଖୁସି କରିଥାଏ ।

ବୋଉ ର ଗାଳି ଦାଣ୍ଡ ର ଧୂଳି

ବୋଉ ର ତୁଳନା ନାହିଁ

କାହାରି ପାଖରେ

ବୋଉ ସେବା ସମସ୍ତ ଙ୍କର ଉପରେ ।

ବୋଉ କୁ ଛାଢି ରହିବି କେମିତି

ବୋଉ ର ସ୍ନେହ ପ୍ରେମ କୁ

ଭୁଲିବି କେମିତି ।

ବୋଉ ମୋର ଜୀବନ ର ଆର୍ଦଶ

ବୋଉ ମୋର ସଫଳତା ଶେଷ ।

ବୋଉ ର ପାଦ ତଳେ କୋଟି ପଣତି

ବୋଉ କୁ ରଖନ୍ତୁ ସୁରକ୍ଷିତ

ହେ କାଳିଆ ସାହାନ୍ତ ।

ବିନତି କରେ ସସ୍ମିତା ତମରି ପୟର ॥


ସସ୍ମିତା କୁମାରୀ ଆଚାର୍ୟ୍ୟ

ରାୟଗଡା


Rate this content
Log in

Similar oriya poem from Inspirational