STORYMIRROR

SASMITA ACHARJYA

Others

2  

SASMITA ACHARJYA

Others

ବନ୍ଧୁ

ବନ୍ଧୁ

1 min
14.1K


ବନ୍ଧୁର ଭାଷା ନାହିଁ ଦୁନିଆରେ

ବନ୍ଧୁର ଶଦ୍ଦ ନାହିଁ ଜଗତରେ

ବନ୍ଧୁର ସରଗ ଠୁ ବି ବଡ ସଂସାରରେ

ବନ୍ଧୁର ହୃଦୟ ଭାବ ରାଗରେ

ସେ ପରା ଜୀବନ୍ତ ଠାକୁର

ସମସ୍ତଙ୍କର ପାଖରେ.........୧


ବନ୍ଧୁର ଦୁଃଖରେ ସୁଖରେ ଥାଏ ସବୁ

ବେଳ ଅତି ସୁନ୍ଦର ଭାବ ଧାରାରେ

ବନ୍ଧୁର ସ୍ନେହ, ପ୍ରେମ ,ଭଲପାଇବା

ସବୁଠୁ ଅଲଗା ପ୍ରତିକ୍ଷଣ ମୁହୂର୍ତ୍ତରେ

ବନ୍ଧୁର ସେ ଜୀବନ ପ୍ରତି ଛବିରେ...୨


ବନ୍ଧୁର ସେ ସାଂଗ,ସାଥୀ,ଭାଇ

ଭଉଣୀ ସମ୍ପର୍କ ଡୋରିରେ

ବନ୍ଧୁର ସବୁଠୁ ସୁନ୍ଦର ଆବେଗ

ଆକୃତି ରୁପ ସମାଜ ପ୍ରତିଷ୍ଠାରେ

ବନ୍ଧୁର ମୂଲ୍ୟ ନାହିଁ ଟଙ୍କାରେ

ସେ ପରା ସଭିଙ୍କର ଅନ୍ତର

କୋଣ ମନର ପୁଲକରେ...୩


ବନ୍ଧୁ ଅଛି ଯାହାର ସିଏ ଅଛି

ଭାଗ୍ୟଶାଳୀ ଜୀବନରେ

ଠାକୁର କୁଂ ଧନ୍ୟବାଦ ଦେଉଛି ତମ

ପରି ସବୁ ବନ୍ଧୁ ଆସିଛନ୍ତି

ମୋ ଭାଗ୍ୟ ରେ.......୪


ସସ୍ମିତା କୁମାରୀ ଆଚାର୍ଯ୍ୟ

( ରାୟଗଡା )


Rate this content
Log in