Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

SASMITA ACHARJYA

Inspirational


3  

SASMITA ACHARJYA

Inspirational


ବାପା

ବାପା

1 min 6.8K 1 min 6.8K

ଅନ୍ତର କୋଳ

ଅନ୍ତର ବେଦନା

ଅନ୍ତର ଅଳି ଅଝଟ

ଆଖିରେ ବଦନକୁ ଦେଖି

ଜାଣିପାରନ୍ତି ପିଲାର ଦୁଃଖ ।

ଘର ମୁଖ୍ୟ ଅଟନ୍ତି ସେ

ତାଙ୍କ ସୁରକ୍ଷା ଚକ୍ରରେ

ଆମ ପରିବାର ଶାନ୍ତିରେ ରୁହେ

ସ୍ନେହ,ପ୍ରେମ ,ଭଲପାଇବା,ଆଦର

ରୁପରେ ଢାଳି ଦିଅନ୍ତି ସବୁ ଖୁସି ।

ବାପା ଅଟନ୍ତି ଜଗତର ଶ୍ରେଷ୍ଠ

ସମାଜରେ ଗଢିବା ରାହା ଦେଖାନ୍ତି

ଧର୍ମ ,କର୍ମ,ଯଷ,ମାନ,ସମ୍ମାନ

ଶିଖେଇଥାନ୍ତି ଆଗକୁ ବଢିବା

ଲାଗି ପିଲାକୁ ସବୁବେଳେ ।

ମା’ର ଗେହ୍ଳା ପୁଅ

ବାପାର ଗେହ୍ଳା ଝିଅ

କନ୍ୟା ଦାନ କରି ଟେକି ଦିଅନ୍ତି

ଅନ୍ୟ ହାତରେ ଝିଅକୁ

ଦୋଷା ଦୋଷ କ୍ଷମା କରିବା ଲାଗି

ମାଗିଥାନ୍ତି ହାତ ଯୋଡି ।

ବାପା ଥିଲେ ଡର କାହାକୁ

ସେ ବା ଚଉବାହାକୁ

ବାପା ଥିବା ପିଲା

ସଭାରେ ହାରେନା

ମା’ ଥିବା ପିଲା

ଯମକୁ ଡରେ ନା ।


ସସ୍ମିତା କୁମାରି ଆଚାର୍ୟ୍ୟ

ରାୟଗଡା


Rate this content
Log in

More oriya poem from SASMITA ACHARJYA

Similar oriya poem from Inspirational