Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SASMITA ACHARJYA

Inspirational

3  

SASMITA ACHARJYA

Inspirational

ବାପା

ବାପା

1 min
6.9K


ଅନ୍ତର କୋଳ

ଅନ୍ତର ବେଦନା

ଅନ୍ତର ଅଳି ଅଝଟ

ଆଖିରେ ବଦନକୁ ଦେଖି

ଜାଣିପାରନ୍ତି ପିଲାର ଦୁଃଖ ।

ଘର ମୁଖ୍ୟ ଅଟନ୍ତି ସେ

ତାଙ୍କ ସୁରକ୍ଷା ଚକ୍ରରେ

ଆମ ପରିବାର ଶାନ୍ତିରେ ରୁହେ

ସ୍ନେହ,ପ୍ରେମ ,ଭଲପାଇବା,ଆଦର

ରୁପରେ ଢାଳି ଦିଅନ୍ତି ସବୁ ଖୁସି ।

ବାପା ଅଟନ୍ତି ଜଗତର ଶ୍ରେଷ୍ଠ

ସମାଜରେ ଗଢିବା ରାହା ଦେଖାନ୍ତି

ଧର୍ମ ,କର୍ମ,ଯଷ,ମାନ,ସମ୍ମାନ

ଶିଖେଇଥାନ୍ତି ଆଗକୁ ବଢିବା

ଲାଗି ପିଲାକୁ ସବୁବେଳେ ।

ମା’ର ଗେହ୍ଳା ପୁଅ

ବାପାର ଗେହ୍ଳା ଝିଅ

କନ୍ୟା ଦାନ କରି ଟେକି ଦିଅନ୍ତି

ଅନ୍ୟ ହାତରେ ଝିଅକୁ

ଦୋଷା ଦୋଷ କ୍ଷମା କରିବା ଲାଗି

ମାଗିଥାନ୍ତି ହାତ ଯୋଡି ।

ବାପା ଥିଲେ ଡର କାହାକୁ

ସେ ବା ଚଉବାହାକୁ

ବାପା ଥିବା ପିଲା

ସଭାରେ ହାରେନା

ମା’ ଥିବା ପିଲା

ଯମକୁ ଡରେ ନା ।


ସସ୍ମିତା କୁମାରି ଆଚାର୍ୟ୍ୟ

ରାୟଗଡା


Rate this content
Log in

Similar oriya poem from Inspirational