Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SASMITA ACHARJYA

Inspirational

3  

SASMITA ACHARJYA

Inspirational

ପରିବେଶ ପ୍ରଦୂଷଣ ଅନୁଚିତା

ପରିବେଶ ପ୍ରଦୂଷଣ ଅନୁଚିତା

1 min
7.1K


ପ୍ରକୃତିରେ ଅଛି ଯେତେ ବାସ

ସିଏ ବା ଆମର ପରିବେଶ ।

ମାଛ ଯେପରି ପାଣିରେ ରହେ

ଆମେ ସେମତି ସମାଜରେ ବାସକରୁ ।

ମଣିଷ ଜୀବନ ପରିବେଶ

ଅନୁସାରେ ଗଢା ସବୁବେଳେ ।

ସମାଜ ଆମରି ପରିବେଶ

ପ୍ରଦୂଷଣ ଗୋଟିଏ ମୁଖ୍ୟ

ଅଂଙ୍ଗ ।(୧)............


ପରିବେଶ ପ୍ରତିକୂଳତା ଜୀବ

ଜଗତକୁ ଭୟଂକର ।

ପରିବେଶ ଅନୁକୂଳତାରେ

ପୃଥିବୀରୁ ଅବଲୁପ୍ତ ଶୂନ୍ୟ ।

ସମାଜର ଆମୋଦପ୍ରମୋଦ

ଲାଗି କାଟିଲେଣି ଗଛ ଜଂଗଲ

ଅମ୍ଲଜାନର ଅଭାବରେ

ଘୁରିବୁଲୁଛି ପ୍ରଦୂଷଣ ସବୁଠି ।

ବିଜ୍ଞାନର ଉନ୍ନତିରେ ଅଗଢିରେ

ମୃତ୍ୟକୁ ନିୟତ୍ରଣ ରୂପ ରେଖା

ମୃତ୍ତିକା କ୍ଷୟର ନଦୀ କାନ୍ତ ବନ୍ୟା

ବର୍ଷା ଅନିୟମିତତା ଋତୁଚକ୍ର

ବାଧା । (୨) ..............


ପରିବେଶ ପ୍ରଦୂଷଣ ସୃଷ୍ଟିର ଅବଗତ

କଳକାରଖାନା ଧୂଳିପୂର୍ଣ୍ଣ କରିବା ରେ

ଏ ଜଗତ ବାୟୁମଣ୍ତଳ ବିଷାକ୍ତ ଧାର ।

ପରିବେଶ ପ୍ରଦୂଷଣ ମଣିଷ ଦାୟୀ

ବାନ୍ଦିରଖିଛି ଅଳିଆ ଆବର୍ଜନା

ଜମାକରି । ପରିବେଶ ପ୍ରଦୂଷଣ

ସାଂଗକୁ ଶବଦ୍ ଗର୍ଜନ ସୃଷ୍ଟି

କରୁଛି ତରଙ୍ଗ ମାନସିକ ଅସ୍ଥିରତା

ବିଭିନ୍ନ ରୋଗର କାରଣ ମାନ ।

ଜୀବନ ମୂଲ୍ୟ ବୋଧ ହ୍ରାସ କରୁଛି

ପରିବେଶ ଅନ୍ତଜାତୀୟ କ୍ଷେତ୍ରରେ

ବିଚାର ବିମର୍ଶ ଚାଲିଛି ପରିବେଶ

ପ୍ରଦୂଷଣ କୁ ରୋକିଵା ପାଇଁ

ଡାକରା ଆସିଛି । (୩ )...........


ସସ୍ମିତା କୁମାରୀ ଆଚାର୍ୟ୍ୟ

ରାୟଗଡା


Rate this content
Log in

Similar oriya poem from Inspirational