STORYMIRROR

SASMITA ACHARJYA

Others

2  

SASMITA ACHARJYA

Others

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
13.3K


ପ୍ରେମ ଏକ ଅଭୁଲା ସୃତିର

ପ୍ରେମ ଏକ ବାସ୍ତବ ଜୀବନ୍ତ ରୁପର

ପ୍ରେମ ଏକ ସ୍ଵପ୍ନର ମୁର୍ଚ୍ଚନାର

ପ୍ରେମ ଏକ ଦୁଇଟି ମନର ଅକୁହା

କଥା ପ୍ରେମ କିଛି ଭାବନାର

କିଛି ପରିମୁହୁର୍ତ୍ତର

ପ୍ରେମ ଏକ ସ୍ପନ୍ଦନ ହୃଦୟଗତ

ହୋଇଥିବା ଆବେଗ ନିରନ୍ତର ............................(୧)

ପ୍ରେମ ବିନା ଜୀବନ ଲାଗେ ଶୁନ୍ୟର

ପ୍ରେମ ଅଟେ ଗୋଟିଏ ଶୀଖା ଦର୍ପଣର

ପ୍ରେମର ନାହିଁ ତୁଳନା କାହାରି ପାଖରେ

ପ୍ରେମ ଏକ ଅଂଶ ପ୍ରତ୍ୟେକ ଜୀବନରେ...............(୨)

ପ୍ରେମର ନାହିଁ ତାଳ , ଲୟ,ବ୍ୟୟର

ପ୍ରେମ ସଚ୍ଚିତ୍ ହୋଇଥାଏ କେବଳ ଭଲପାଇବାରେ

ପ୍ରେମରେ ଥାଏ ଏକ ବନ୍ଧନ ଆବୃତିର

ପ୍ରେମ ସ୍ପର୍ଶରେ ନାଇ ଛୋଟ ,ବଡର

ପ୍ରେମ ଏକ ରାଗ ହୃଦଯଙ୍ଗମ ବ୍ୟଥାର ............(୩)

ପ୍ରେମ ନୁହେିଁ ଘୃଣା କିମ୍ବା ନୁହେିଁ ଅପବାଦ

ପ୍ରେମ ଏକ ଇଶ୍ଵରଙ୍କ ଆଶୀର୍ବାଦର

ପ୍ରେମରେ ନାହିଁ ବିଛେଦର କଳଙ୍କର

ପ୍ରେମ ସେ ଜୀବନର ପ୍ରତିକର...(୪)


ସସ୍ମିତା କୁମାରୀ ଆଚାର୍ୟ୍ୟ

ରାୟଗଡା


Rate this content
Log in