Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SASMITA ACHARJYA

Inspirational Others

1.5  

SASMITA ACHARJYA

Inspirational Others

ମୋ ପରିଚୟ କଲମ

ମୋ ପରିଚୟ କଲମ

1 min
6.8K




ଡାଇରିରେ କଲମ ସୁନ୍ଦର

ଥାଏ ଯେବେ ପାଖରେ

ସବୁ ଦୁଃଖ ସୁଖ ଭଲପାଇବାକୁ

ସାଉଁଟି ନିଏ କାଳିରେ

ଆଙ୍କିପକାଏ ଧାଡିକୁ ଧାଡିକୁ

ଅଙ୍କାବଙ୍କା ଲେଖାଟିଏରେ ॥

ଛୋଟରୁ ବଡ ଯାଏ

ସବୁ ତାର ସାଥିଟିଏ

ଧନୀ ହୋଉ ବା ଗରିବ

ସମସ୍ତକୁ ନିଜର କରେ

କଲମର ଲେଖାରେ

କିଏ ହୁଏ ଟପ୍ ର

କିଏ ପୂଣି ଫେଲ୍ ର ॥

କବିତା,ସଙ୍ଗୀତ ସବୁଠି

ଚର୍ମକାର ସୃଷ୍ଟି କରୁଛି

ତାର ମୁନରେ ନୂଆ

ପ୍ରତିଭାର ପରିଚୟରେ

ହେଉ ସେ ବାହାଘର

କିମ୍ବା ଛାଡପତ୍ରର

ସବୁ ନୀତିନିୟମରେ

ସବୁଠାରେ ଆଗରେ ॥

ରାଜନୀତିକୁ ପାଏ ସେ ଭଲ

ଅନ୍ୟାୟ,ଅତ୍ୟାଚାର ,ଦୂନୀତି

ଠକି ହୁଅନ୍ତି ଗେଲବସର

ଟଙ୍କାରେ ବିକିହେଉଛି

ତା ଜୀବନ ମ୍ୱଲ୍ୟବୋଧ ରେ ॥


ନାହିଁ ଜାତି କୂଳ କି ଧର୍ମ

ଭାବ ଭାବରେ ସବୁ

କହି ଦିଏ କଥା ରେ

ଗୁପ୍ତ ବାହାର କରିଦିଏ ଚିଠାରେ

କଲମ ଅାମ ର ବନ୍ଧୁ

ନ ଦବ କାହାକୁ ଧୋକା

ଯୁଗଯୁଗ ଧରି ଲେଖି ଚାଲିଥିବ

ସାକ୍ଷୀ ସେ ଏକା କଲମ ରହିଥିବ ॥


ସସ୍ମିତା କୁମାରୀ ଆଚାର୍ଯ୍ୟ

ରାୟଗଡା


Rate this content
Log in

Similar oriya poem from Inspirational