STORYMIRROR

PUSPALATA SAHOO

Inspirational

3  

PUSPALATA SAHOO

Inspirational

ମାଆ ଆଜିର ସମାଜରେ

ମାଆ ଆଜିର ସମାଜରେ

1 min
150

ମାଆ ସିଏ ଆଜିର ସମାଜରେ 

ପିଲା ପାଇଁ କେତେ ଚିନ୍ତା କରେ 

ଛୋଟ ବେଳୁ ପାଳି ବଡ଼ କରେ 

ମନେ କେତେ ସ୍ୱପ୍ନ ଭରେ 

ଅଜଣା ରାଇଜେ ଭାସି ବୁଲେ 

ଶିକ୍ଷା ଦୀକ୍ଷା ସବୁ ଶିଖାଏ 

ଦୁନିଆରେ ଚାଲିବାର ପଥ ଦେଖାଏ 

ଝୁଣ୍ଟି ପଡିଲେ ହାତ ଧରି ନିଏ 

ଅମଡ଼ା ବାଟରୁ ବାଟ କଢାଇ ଦିଏ 

ଏମିତିକା ମାଆ ପାଇ ଧନ୍ୟ ମୁହିଁ 

ତାର ତୁଳନା କହି ହୁଏ ନାହିଁ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational