STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଉଠାଣି ରାସ୍ତା

ଉଠାଣି ରାସ୍ତା

1 min
229


ଉଡାଣି ରାସ୍ତାର ଉଚ୍ଚା

ଉଠାଣି ଭାଗ ଚଢିବା

ବେଳେ ଲାଗଇ ଯେପରି

ଖେଳୁଛି ଖେଳ ଉଠାପକ୍କା

ତଳ ଭାଗକୁ ଦେଖିଲେ

ଲାଗଇ ଚନ୍ଦ୍ରକୁ ଯେପରି

  କଇଁର ଦୂରତା

ଚଢିବାକୁ ଲାଗଇ ହାଲିଆ      

ଶରୀରରେ କରାଏ ରକ୍ତ

ସଞ୍ଚାଳନ ଜାଗି ଉଠନ୍ତି

  ଶୀରା ପ୍ରଶୀରା

ଚଡି ଗଲେ ଥରେ ଖେଳି

 ଯାଏ ଦେହେ ଉନ୍ମାଦନା

ଉଡେଇ ବାକୁ ଇଛା ହୁଏ

  ବିଜୟର ବାନା

ଉଲ୍ଲାସ ଭରେ ଓହ୍ଲାଇ

ଆସିବାକୁ ହୁଏ ତୋଳି

ଚାଲି ବାକୁ ବାକି ରାସ୍ତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational