STORYMIRROR

Dhaneswar Dash

Inspirational

3  

Dhaneswar Dash

Inspirational

ଅମୂଲ୍ଯ ରତ୍ନ

ଅମୂଲ୍ଯ ରତ୍ନ

1 min
159


ପିତା ମାତା ଜଗତର ଅମୂଲ୍ଯ ରତନ

ତାଙ୍କୁ ଗଳାମାଳି କଲେ ଦରିଦ୍ର ଭଞ୍ଜନ।


ତାଙ୍କ ସେବା ନୈବେଦ୍ଯରେ ହୁଏ ବୋଧଗମ୍ୟ

ଅଳ୍ପାୟୁଷ ଅପମୃତ୍ୟୁ ହୁଅଇ ଖଣ୍ଡନ।


ଧନ ସମ୍ପଦରେ କେବେ ନୁହଁଇ କଷଣ 

ଐଶ୍ଵର୍ଯ୍ୟ ଯେ ପରାଭବ ଯଶ କିର୍ତ୍ତୀମାନ।


ଜୀବନ୍ତ ଠାକୁର ସିଏ ଚଳନ୍ତି ପ୍ରତିମା

ମୁଣ୍ଡେ ହାତ ରଖିଦେଲେ ସର୍ବ ଦୋଷ କ୍ଷମା।


ନିର୍ଯାତନା ଦେଲେ ମଧ୍ଯ ଆଶୀର୍ବାଦ ପାଇ

ଦୁଃଖେ କଷ୍ଟେ ଥିଲେ ମଧ୍ଯ ମଙ୍ଗଳ ଚିନ୍ତଇ ।


ଏପରି ଦେବତା ରତ୍ନ ତ୍ରୀଭୁବନ ନାହିଁ

ତାଙ୍କୁ ପ୍ରଣମି ଆଶିଷ ଭିକ୍ଷା କରୁଥାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational