Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satpathy

Abstract Classics Fantasy

4.0  

Kalpana Satpathy

Abstract Classics Fantasy

ସକାଳର ଦୃଶ୍ୟ

ସକାଳର ଦୃଶ୍ୟ

1 min
11


ପ୍ରତ୍ୟହ ସକାଳ ଆଣେ ନୂଆ ନୂଆ ଆଶା,

ସୁରୂଜଙ୍କ ର ସୂନେଲି କିରଣ ନୂଆ ନୂଆ

ଆଶାକୁ ଜାଗ୍ରତ କରି ପ୍ରକୃତି ମା କୋଳରେ

କୋଳମଣ୍ଡନ କରିଥିବା ଫୁଲ ର ସୁଗନ୍ଧି

ମୋହିନିଏ ସଭିଙ୍କର ପ୍ରାଣ , ଫୁଲ ର

ସମ୍ଭାରରେ ବେଷ୍ଟିତ ବନଭୂମି ରାଜିତ

ହୋଇ ଯେମିତି କହୁଥାଏ ସକାଳ ର

ଦୃଶ୍ୟ ବଡ ନିଆରା ଯାହା ନିତି ଆଣେ

ନୂଆ ନୂଆ ଅନୁଭବ ଅନୁଭୁତି,

ବାଳ ସୁରୂଜଙ୍କ ପହିଲି କିରଣରେ

ରକ୍ତରଞ୍ଜିତ ହୋଇ ଧରାବକ୍ଷ

ହସୁଥାଏ ତା'ର ହସର ପସରା ମେଲାଇ

ଦିଗଵିଦିଗ ଛୁଟାଇ ଦେଇ

କିଛି ଖୁସିର ଝଲକ, ଯାହା ମଣିଷ

ଜୀବନକୁ ପ୍ରଭାବିତ କରେ କିଛି

ଅନୁଭବ ଅନୁଭୁତିର ଝଲକରେ,

ସକାଳର ଦୃଶ୍ୟର ବର୍ଣ୍ଣାଢ଼୍ୟ ଶୋଭା

ମନମୁଗ୍ଧକର, ସକାଳ ହିଁ ପ୍ରତିଦିନ ଆଣେ

କିଛି ନୂଆ ନୂଆ ସ୍ବାଦ, ମନ୍ଦିର ରେ

ନିନାଦିତ ଘଣ୍ଟ ଘଣ୍ଟା ଶବ୍ଦ ମନରେ

ଯେପରି ସୃଷ୍ଟି କରେ ଆନନ୍ଦର ଲହରୀ

ଜୀବନର ବେଳାଭୂମି ପରେ ଜାରି ରଖି

ସଂଘର୍ଷର ଧାରା, ଏହି ସକାଳ ଆଣେ

ନୂତନ ଭାବଧାରା, ସବୁ ଭାବନା କୁ

ଏକତ୍ରିତ କରି ସକାଳର କଅଁଳ ଖରା

ମନକୁ କରେ ପ୍ରଫୁଲିତ

ଜୀବନର ସଂଘର୍ଷ କୁ ଜାରି ରଖି

ସମୟର ନିରଘଣ୍ଟରେ।



Rate this content
Log in

Similar oriya poem from Abstract