STORYMIRROR

Kalpana Satpathy

Abstract Action Classics

4  

Kalpana Satpathy

Abstract Action Classics

କାର୍ଯ୍ୟ ବ୍ୟସ୍ତତା

କାର୍ଯ୍ୟ ବ୍ୟସ୍ତତା

1 min
15

କର୍ମ ହିଁ ଭଗବାନ, ଏହି କାର୍ଯ୍ୟ ବ୍ୟସ୍ତତା

ମଧ୍ୟରେ ମିଳିଥାଏ ଅପୂର୍ବ ଆନନ୍ଦ,

କିଛି ଭୂଲି ହୋଇଯାଏ ତ ପୁଣି ତାକୁ

ଦୋହରାଇବାକୁ ପଡ଼ିଥାଏ ବାରମ୍ବାର

ଜୀବନର ସଂଘର୍ଷ ପଥରେ।

କାର୍ଯ୍ୟବ୍ୟସ୍ତତା ରେ ହିଁ ଚାଲିଥାଏ

ପରିବର୍ତ୍ତନ ର ସ୍ବର ଯାହା ଶିଖାଇ

ଦେଇଥଏ ନୂଆ ନୂଆ ସ୍ବପ୍ନ କୁ,

ଅବିଶ୍ରାନ୍ତ ଭାବରେ କାର୍ଯ୍ୟରତ ମା

ଟିଏ ବି ତା ପିଲାଙ୍କ ପାଇଁ

ତ୍ୟାଗ ର ବୀଜ ବୁଣି ଅସରନ୍ତି ଆନନ୍ଦର

ଅନୁଭବ କରିଥାଏ ପ୍ରତି ମୁହୂର୍ତ୍ତ ରେ।

ଜୀବନର ଆରମ୍ଭରୁ ଶେଷ ଅଙ୍କ

ଯାଏ କର୍ମ ତତ୍ପର ମନ ତଳେ

ଥିବା ଶୂନ୍ୟତା କୁ ଅନୁଭବ କରି

ଗଢିଦିଏ ଏକ ସୁନ୍ଦର ଜୀବନ

ଜୀଇଁବାର ପ୍ରୟାସରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract