STORYMIRROR

Arundhati Senapati

Abstract

3  

Arundhati Senapati

Abstract

ସହଯୋଗୀ

ସହଯୋଗୀ

1 min
11.5K

ଟିକେ ଅଭିମାନ, ରାଗ-ରୁଷା,

ମଜ୍ଜା-ମସ୍ତିରେ ଚାଲେ କର୍ମର ଗାଡି।

କର୍ମ ସ୍ଥଳୀର ଜୀବନ

ଆଠ ହେଉ ଅବା ନଅ ଘଣ୍ଟା 

ପରସ୍ପରର ସହଯୋଗକାରୀ

ବୋଲାଉଥିବା ସହଯୋଗୀ

ଯଦି ହୁଅନ୍ତି ଆପଣାର

ସମୟର କଣ୍ଟାକୁ ବି

ଅତିକ୍ରମ କରିବାକୁ ମନ ଚାହେଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract