STORYMIRROR

Arundhati Senapati

Drama Inspirational

3  

Arundhati Senapati

Drama Inspirational

ନିଜ ପାଇଁ

ନିଜ ପାଇଁ

1 min
11.5K

ବୟସ ପରେ ବୟସ

ଜୀବନର ସ୍ତର ପରେ ସ୍ତର ଦେଇ ଆସେ

ବ୍ୟସ୍ତମୟ ଜୀବନ।


ଘର, ଚାକିରି, ପରିବାର ମଧ୍ୟରେ ମୁଁ ନାମକ ଶବ୍ଦକୁ

ଆମେ କେତେ କମ୍ ପ୍ରାଧାନ୍ୟ ଦେଉ!!


ସ୍ବାସ୍ଥ୍ୟକୁ ବି ଅବହେଳା କରିଚାଲୁ

ଧାଁ ଧପଡ ଜୀବନ ମଧ୍ୟରେ।


ଚାଲ ନିଜକୁ ବି ଟିକେ ସମୟ ଦେବା

ନିଜ ଶରୀର ରୂପକ ମନ୍ଦିରକୁ ଟିକେ

ଅଧିକ ଗୁରୁତ୍ୱ ଦେବା।


ବ୍ୟାୟାମଶାଳାକୁ ନ ଦୌଡ଼ି

ଖୋଲା ଆକାଶ ତଳେ

ନିଜ ଶରୀରକୁ ଆସନ୍ତାକାଲି ପାଇଁ ପ୍ରସ୍ତୁତ କରିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama