Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arundhati Senapati

Inspirational

3  

Arundhati Senapati

Inspirational

ବନ୍ଧନ ବନ୍ଧୁତାର

ବନ୍ଧନ ବନ୍ଧୁତାର

1 min
11.2K


ବନ୍ଧୁତାର ବନ୍ଧନ ହେଉ 

ଅବା ଶତ୍ରୁତାର ଶିକୁଳି

ଜନ୍ମରୁ କେହି ଏ ଦୁଇ ଶବ୍ଦ ସହ 

ପରିଚିତ ନ ଥା'ନ୍ତି।


ସମ୍ପୂର୍ଣ୍ଣ ଅଜଣା ଏ ଦୁଇ ଶବ୍ଦ 

ଜନ୍ମ ନେଇଥା'ନ୍ତି 

ସ୍ବ-ବ୍ୟବହାର ଓ ପରିବେଷ୍ଟନୀ ସହ

ଏ ଅଳିକ ଜୀବନରେ।


ବନ୍ଧୁତା ପାଇଁ ଜୀବନ ଦେବାକୁ 

ଏଠି ପଛଘୁଞ୍ଚା ଦିଅନ୍ତି ନାହିଁ 

କି ଶତ୍ରୁତାକୁ ଗଣ୍ଠି କରି

ଜୀବନ ନେବାକୁ ମଧ୍ୟ ପଛାନ୍ତି ନାହିଁ। 



Rate this content
Log in

Similar oriya poem from Inspirational