STORYMIRROR

Tapan Dixit

Abstract

2  

Tapan Dixit

Abstract

ଶୁଭରାତ୍ରୀ

ଶୁଭରାତ୍ରୀ

1 min
2.7K


ତୁମେ ଦେହ ଦହନର 

ଅମୁହାଁ ଚୂଲିଟେ

ମୁଁ କୁଟା,କାଠି, ଘଷି ଜାଳ

ତୁମେ ଜାଳି ଜଳୁଥାଅ

ମୁଁ ଜଳି ଭାଳୁଥାଏ 

ଆମ କଥା ସମ୍ପର୍କର ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract