STORYMIRROR

Tapan Dixit

Romance Abstract Others

2  

Tapan Dixit

Romance Abstract Others

ଶୁଭ ରାତ୍ରି

ଶୁଭ ରାତ୍ରି

1 min
15.1K


ଅଭିସାରେ ତୁମ ଜଳି ଜଳି ଯାଏ

ଆଦିମ ପିପାସା କଣ୍ଠେ

ସରି ସରି ଆସେ ନିଶ୍ୱାସୁ ମହକ

ପୁରବେ ସିନ୍ଦୁରା ଫାଟେ,

କହି ମୁଁ ପାରୁନି ଆସନ୍ତା ରାତିକୁ

କାଳ ଜଗି ଅଛି ବାଟେ

ଲୋଟି ନଯାଉ ଏ ଶରୀରଟା କାହିଁ

ତୁମ ନାମ ନେଇ ଓଠେ ।।

ତପନ ଦୀକ୍ଷିତ(ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance