Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

4  

Raja Sekhar CH V

Abstract Classics Inspirational

ଶ୍ରୀକ୍ଷେତ୍ର ରଥାଙ୍ଗ

ଶ୍ରୀକ୍ଷେତ୍ର ରଥାଙ୍ଗ

1 min
347


ଶ୍ରୀକ୍ଷେତ୍ର ରଥାଙ୍ଗ ଅତ୍ୟନ୍ତ ଭାଗ୍ୟବନ୍ତ,

ରଥାଙ୍ଗପାଣିଙ୍କ ପାଇଁ ହୁଅନ୍ତି ଜୀବନ୍ତ,

ମହାରଣାଙ୍କ ଦକ୍ଷତାର ନାହିଁ ଦିଗନ୍ତ,

ରଥରେ ଆସୀନ ହୁଅନ୍ତି ଅନନ୍ତ ଶ୍ରୀକାନ୍ତ |୧|


ଭଗିନୀଙ୍କୁ ଘୋଷଯାତ୍ରାରେ ନିଅନ୍ତି କାଳିଆସାଆନ୍ତ,

ନନ୍ଦିଘୋଷରେ ଦିବ୍ୟଦର୍ଶନ ଦିଅନ୍ତି ଶ୍ରୀଧର ଶ୍ରୀମନ୍ତ,

ଆଶ୍ୱସ୍ତ ଆନନ୍ଦିତ ଭକ୍ତଙ୍କ ମନ ମାନସ ହୁଏ ପ୍ରଶାନ୍ତ,

ସୁକାନ୍ତ ସୁଶୋଭିତ ସଚଳ ରଥଚକ୍ର ହୁଅନ୍ତି ସୁଶାନ୍ତ |୨|



Rate this content
Log in

Similar oriya poem from Abstract