STORYMIRROR

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ସଚ୍ଚିଦାନନ୍ଦ ଛନ୍ଦାଚରଣ

ସଚ୍ଚିଦାନନ୍ଦ ଛନ୍ଦାଚରଣ

1 min
194

ସୁଯୋଗ ସଂଯୋଗରୁ ମିଳେ ମହାର୍ଦ୍ଦ କୈବଲ୍ୟର ଆସ୍ୱାଦନ,

ପ୍ରତ୍ୟହ ହେଉ ନୃପମଣିଙ୍କ ନିର୍ମାଲ୍ୟ ନୈବେଦ୍ୟର ସେବନ।


ସୌଭାଗ୍ୟରୁ ମିଳେ ମହାଭୋଗୀଙ୍କର ଉତ୍କୃଷ୍ଟ ଉପାୟନ,

ନିଷ୍କମ୍ପ ଚିତ୍ତରୁ କରନ୍ତୁ ସଚ୍ଚିଦାନନ୍ଦ ଛନ୍ଦାଚରଣଙ୍କ ସଙ୍କୀର୍ତ୍ତନ।


ମାନବ ଜନ୍ମ ସ୍ୱୟଂ ଏକକ ଅନୁପମ ନିରୁପମ ଉପନ,

ନିରନ୍ତର ଆମ କର୍ମର ନିରୀକ୍ଷଣ କରୁଛନ୍ତି ଚକାନୟନ।


ସଦୟ ସହସ୍ରାକ୍ଷ କରନ୍ତି ସମସ୍ୟାଙ୍କ ସମୁଚିତ ମୋଚନ,

ଯାବଜ୍ଜୀବନ କରନ୍ତୁ ଜୟନ୍ତ ଜଗଜ୍ଜୀବନଙ୍କ ନାମକୀର୍ତ୍ତନ ।


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract