STORYMIRROR

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ଜ୍ଞାନଦୀପ ଜ୍ଞାନରଞ୍ଜନ

ଜ୍ଞାନଦୀପ ଜ୍ଞାନରଞ୍ଜନ

1 min
182

ଯଦୁବଂଶର ଗରିମା ଗୌରବ ହେଲେ କୁଳନନ୍ଦନ ଦେବକୀନନ୍ଦନ,

ନବନୀତଚୋର ଚିତ୍ତଚୋରା ହେଲେ ନନ୍ଦନନ୍ଦନ ଯଶୋଦାନନ୍ଦନ,

ବୃନ୍ଦାବନର ରାଧାମନୋହର ହେଲେ ମୁରଲୀଧର ମଦନମୋହନ,

ଗୋକୁଳର ଗିରିଧର ଗୋପାଳ ହେଲେ ବସୁଦେବନନ୍ଦନ ମଧୁସୂଦନ .।


ନୃଶଂସ କଂସର ସଂହାର କରିଲେ ପୁରୁଷୋତ୍ତମ ପୀତବସନ,

ପାଣ୍ଡବଙ୍କ ପଥପ୍ରଦର୍ଶନ କରିଲେ ପାର୍ଥସାରଥୀ ପତିତପାବନ,

ଧର୍ମକର୍ମ ଗୀତାର ବୋଧନ କରିଲେ ଜ୍ଞାନଦୀପ ଜ୍ଞାନରଞ୍ଜନ,

ଜଗତର ପରିଚାଳକ ସଞ୍ଚାଳକ ହେଲେ ଜଗନ୍ନାଥ ଜଗଜ୍ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract