STORYMIRROR

Raja Sekhar CH V

Drama Romance Fantasy

3  

Raja Sekhar CH V

Drama Romance Fantasy

ସ୍ନିଗ୍ଧ ହେଲା ମନ

ସ୍ନିଗ୍ଧ ହେଲା ମନ

1 min
178

ସ୍ତବ୍ଧ ହେଲା ମନ,

ସ୍ନିଗ୍ଧ ହେଲା ମନ,

ଚାନ୍ଦିନୀ ଭରିଲ,

ମୋ ଆଖି ଆଗେରେ ।


ହଜିଲା ମୋ ଧ୍ୟାନ,

ଖୋଜିଲି ମୋ ମନ,

ଏ ଯେ ପ୍ରେମର ସ୍ପନ୍ଦନ,

ସାଜିଲି ସୁନ୍ଦର ସପନ ।


ଆଉ ବୁଝୁ ନାହିଁ

ଆଉ ବୁଝୁ ନାହିଁ

ଆଉ ବୁଝୁ ନାହିଁ ମୋ ମନ ।


ଚାହୁଁଚି ମୁଁ ଚାହୁଁଚି

ଚାହୁଁଚି ମୁଁ ଚାହୁଁଚି ।


ତୁମ ପ୍ରେମ ଚାହୁଁଚି ହେ କୁସୁମ

ତୁମ ସହ ବିତିଯାଉ ଏହି ଜନମ ।


ରହିଗଲା ମନ ତୁମ ପାଖେରେ,

ମୋ ଜୀବନ ତୁମରି ହାତରେ ।


ସ୍ତବ୍ଧ ହେଲା ମନ,

ସ୍ନିଗ୍ଧ ହେଲା ମନ,

ଚାନ୍ଦିନୀ ଭରିଲ,

ମୋ ଆଖି ଆଗେରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama