Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

3  

kahnu charan sahu

Abstract

ଶ୍ରାବଣ ଆସିଲା

ଶ୍ରାବଣ ଆସିଲା

1 min
162


ଆଷାଢ଼ ଫେରିଲା ପୃଥିବୀ ପୃଷ୍ଠରୁ

ଶ୍ରାବଣ ଓହ୍ଲାଇ ଆସି

ଶୁଖିଲା ଭୂଇଁର ବଦଳିଲା ରୂପ

ବିଲ କାମେ ଲାଗେ ଚାଷୀ ।


ହରାଭରା କ୍ଷେତ ଜଳମୟ ଧରା

ନଈ ଲଙ୍ଘେ ଦୁଇ କୂଳ

ବନ୍ୟା ଓ ବାତ୍ୟାର ଲାଗିଥାଏ ଭୟ

କେବେଘରେ ପଶେ ଜଳ।


ପାଣିର ଅଭାବ ନ ଥାଏ ମନରେ

ଫସଲ ହୁଅଇ ଭଲ

ଗାଆଁ ଓ ସହର କାଦୁଅରେ ଭରା

ମନୋରମ ଡଙ୍ଗା ଖେଳ ।



Rate this content
Log in

Similar oriya poem from Abstract