Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Abstract Others

3  

Kalpana Kumari Pradhan

Abstract Others

ଶୀତ ଆସିଲେ

ଶୀତ ଆସିଲେ

1 min
123


ଶୀତ ଆସିଲା କାହିଁକି କେଜାଣି

    ମନ ଟା ଭାରି ଅନମନା ହୋଇଯାଏ

ଶୀତୁଆ ସକାଳ ଆଉ ସଞ୍ଜ ଭାରି

     ଅଲଗା ଅଲଗା ମହକ ହୃଦୟେ ଭରିଦିଏ l


ଇଚ୍ଛା ହୁଏ ପ୍ରକୃତିର ଅପୂର୍ବ ଶୋଭା

     ମନଭରି ଉପଭୋଗ କରନ୍ତି ବିନା ବାଧାରେ

ନ ଥାନ୍ତା କି କର୍ମର ଆହ୍ୱାନ ଅବା

      କର୍ତ୍ତବ୍ୟ ର ଦ୍ଵିଧା ଉଠନ୍ତାନି ମନରେ l


କିଛି କ୍ଷଣ କେବେଳ ନୀରବ ନିଶ୍ଚଳ

       ଦେହ ମନ ଶିହରୀ ଯନ୍ତାକି ତା ପ୍ରେମରେ

ମନ ଭୁଲାଣିଆ ସ୍ମୃତି ହୃଦୟେ ସାଇତି

        ପାରନ୍ତିକି ବାନ୍ଧି ବହୁଥିବା ସମୟକୁ ଥରେ l


Rate this content
Log in

Similar oriya poem from Abstract