Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action Inspirational

3  

Kshitish Jena

Abstract Action Inspirational

ଶିବ ଓ ଶ୍ରାବଣ

ଶିବ ଓ ଶ୍ରାବଣ

1 min
146



ଯୋଡ଼ା ଶ୍ରାବଣ ଯିବରେ ସରି

ଆଉ ନକରି ଡେରି

ମନରେ ଥିବା ଶୈବପୀଠକୁ

ଚାଲ ବାହୁଙ୍ଗି ଧରି ।


ଉପରେ ହସୁ ଅନ୍ତର ମଧ୍ୟେ

ଥାଏ କିଛିଟା ଖାଲି

ଆଶାରେ ଯାଉ କାଳେ ଠାକୁର

ପୂରା କରିବେ ବୋଲି ।


ତୁଣ୍ଡରେ ଥାଏ ଶିବଙ୍କ ନାମ

ମନରେ ଭକ୍ତିଭାବ

ଭକତି ଥିଲେ ମନର ଆଶା

ନିଶ୍ଚେ ପୂରଣ ହେବ ।


ଗ୍ରୀଷ୍ମର ତାପ ଭୋଳା ଶଙ୍କର

ସହନ୍ତି ପରା ରହି

ଶ୍ରାବଣେ ଜଳ ଲିଙ୍ଗେ ଢାଳିଲେ

ହୁଅନ୍ତି ତୋଷ ସେହି ।

    


Rate this content
Log in

Similar oriya poem from Abstract