Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ରକ୍ତଦାନ ମହାପୁଣ୍ୟ

ରକ୍ତଦାନ ମହାପୁଣ୍ୟ

1 min
7



ରକ୍ତଦାନ ଅଟେ ମହତଦାନ

ଯେ କରେ ଦାନ ସିଏ ମହାନ୍

ଦାନ କରି ସଦା ହୁଅରେ ଧନ୍ୟ

ରକ୍ତଦାନ ଅଟେ ମହାନ୍ ପୁଣ୍ୟ ।


ରକ୍ତଦାନ ନୁହେଁ ସାମାନ୍ୟ ଦାନ

ଟଙ୍କା ସୁନା ରୂପା ତା'ପାଖେ ହୀନ

ପ୍ରତିଟି ଜୀବନ ଅମୂଲ୍ୟ ଧନ

ବୁନ୍ଦାଏ ରକ୍ତରେ ବଞ୍ଚେ ଜୀବନ ।


ରକ୍ତ ଦେଲେ ରକ୍ତ ସୃଷ୍ଟି ହୁଅଇ

ଶରୀର ସର୍ବଦା ସୁସ୍ଥ ରୁହଇ

ନିୟନ୍ତ୍ରଣ ରହେ ରକତ ଚାପ

ମିଳଇ ଆମକୁ ଖୁସି ଅମାପ ।


ବସୁଧା ବାସୀଙ୍କୁ ଭାବ ନିଜର

ସଦା କରି ଚାଲ ପରୋପକାର

ସ୍ୱଇଚ୍ଛାରେ ରକ୍ତ ଦେବାରେ ଆସ

ପୀଡ଼ିତ ହସିଲେ ହସିବ ବିଶ୍ଵ ।।


Rate this content
Log in

Similar oriya poem from Abstract