Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Inspirational Children

3  

Kshitish Jena

Abstract Inspirational Children

ବନୀକରଣ

ବନୀକରଣ

1 min
11



ବରଷାରାଣୀ ଝରାଏ ପାଣି

ବରଷା ଦିନ ଆଣି

ପାଣି ପାଇଲେ ବଞ୍ଚଇ ଗଛ

ହସେ ଧରଣୀ ପୁଣି ।


ଜଙ୍ଗଲ କାଟି ଲଣ୍ଡା ପାହାଡ଼

ସୃଷ୍ଟି ମଣିଷ କରେ 

ସବୁଜ ଦିଶେ ବନୀକରଣ

କରିଲେ ପାହାଡ଼ରେ ।


ଟାଣ ବର୍ଷାରେ ଲଣ୍ଡା ପାହାଡ଼

ଯାଏରେ କ୍ଷୟ ହୋଇ

ଗଛଟି ହେଲେ ମାଟି ପଥର

ଚେର ତା' ଧରି ଥାଇ ।


ଘରଟି ଭଲ ଥିଲେ ଆମକୁ

ଶାନ୍ତିରେ ହୁଏ ନିଦ

ଘଞ୍ଚ ଜଙ୍ଗଲ ବନ୍ୟଜନ୍ତୁଙ୍କ

ପାଇଁ ଯେ ନିରାପଦ ।

      

       



Rate this content
Log in

Similar oriya poem from Abstract