Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Abstract

4  

Jharana Rout

Abstract

ଶେଷ ଠିକଣା

ଶେଷ ଠିକଣା

1 min
4



ଶେଷ ଠିକଣା ମୋର ହେଉ ସ୍ୱର୍ଗଦ୍ୱାର

   ଏତକ କରୁଣା କର

 ତୁମେ ହିଁ ଚାହିଁଲେ ଆଶା ମୋର ପ୍ରଭୁ

   ହୋଇଯିବ ତ ପୂରଣ |


 ମିଛ ମାୟା ଭରା ଏ ସାରା ସଂସାର

    କେହି ନୁହେଁ ତ ନିଜର

  ଭିଡ଼ ଭିତରେ ଛନ୍ଦି ହୋଇପଡେ

    ଲାଗୁ ଅଛି ଭାରି ଭୟ |

   

   ସ୍ୱାର୍ଥପର ପ୍ରଭୁ ଏ ସାରା ଦୁନିଆ

     କିଏ ଏଠି ଆପଣାର

   ସ୍ୱାର୍ଥ ସରିଗଲେ ଦୂରେଇ ଯାଆନ୍ତି

     ବଞ୍ଚିବାଟା ହୁଏ ଛାର ||

     

    ବାକି ଦିନ ପ୍ରଭୁ ତୁମ ନାମ ଧରି 

      କାଟିଦେବି ଶେଷ ଯାଏ

    ଶେଷ ବେଳେ ତୁମେ ପାଖେ ମୋର ଥିବ

      ଅଛିତ ବିଶ୍ୱାସ ମୋର ||


Rate this content
Log in

Similar oriya poem from Abstract