Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Others

4  

Jharana Rout

Others

ଉତ୍ତପ୍ତ ଧରଣୀ ଅସହ୍ୟ ହେଲାଣି

ଉତ୍ତପ୍ତ ଧରଣୀ ଅସହ୍ୟ ହେଲାଣି

1 min
3


     


     ଉତ୍ତପ୍ତ ଧରଣୀ ଅସହ୍ୟ ହେଲାଣି

        ଧରା ହେଲାଣି ଅଥୟ

     ରହି ହେଉ ନାହିଁ ଏ ଧରା ବକ୍ଷ୍ୟରେ

         ସବୁଠି ଲାଗୁଛି ଭୟ ।


      ପଶୁ ପକ୍ଷୀ ମାନେ ଜଳ ପାଇବାକୁ

          ହୁଅନ୍ତି କେତେ ବିକଳ 

       ଛଟ ପଟ ହୁଏ କେତେ ଜୀବ ଜନ୍ତୁ 

          ମିଳୁନାହିଁ ଟୋପେ ଜଳ ।


       ନିଜେ ନିଜେ ଆମେ ଏଥି ପ୍ରତି ଦାୟୀ

          ପ୍ରକୃତିର ଦୋଷ ନାହିଁ

       ନିଜ ସ୍ୱାର୍ଥ ପାଇଁ ବୃକ୍ଷକୁ କାଟୁଛୁ

          ପ୍ରକୃତିର ଭୁଲ ନାହିଁ ।


       ବେଳ ଥାଉ ଥାଉ ସତର୍କ ହୋଇବା

           ବୃକ୍ଷ ରୋପଣ କରିବା

        ନିଜେ ନିଜେ ଆମେ ସତର୍କ ରହିଲେ

            ଖରାରୁ ରକ୍ଷା ପାଇବା ।


     

      

            

   

           

         


Rate this content
Log in