Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Others

4  

Jharana Rout

Others

କୃଷକର ଅନ୍ତଃସ୍ଵର

କୃଷକର ଅନ୍ତଃସ୍ଵର

1 min
10



   


   ଦିନ ନାହିଁ ମୋର ରାତି ନାହିଁ ମୋର

      ସବୁବେଳେ ଚାହିଁରହେ

   ନିଜ ହାତେ ନୀତି ଗଢୁଥାଏ ମୁଁହି 

      କେତେ ନୂଆ ମହଲ ଟିଏ ।


    ସଭିଙ୍କ ଦୁଃଖରେ ବାନ୍ଧି ହୋଇ ଥାଏ

       ସାଥେ ହୋଇ ରହିଥାଏ

     ସଭିଙ୍କ ଦୁଃଖକୁ ଭାଗ କରି ନିଏ

        ଓଠେ ହସ ବୁଣି ଦିଏ ।


     ମାନେ ନାହିଁ ଖରା ମାନେ ନାହିଁ ବର୍ଷା

        ଯନ୍ତ୍ରଣାକୁ ଚାପିଦିଏ

      ପରିବାର କଥା ବୁଝି ପାରେ ନାହିଁ

         ଅନ୍ୟ ପାଁଇ ଜଳୁଥାଏ ।


      

      ଶ୍ରମିକର ଦୁଃଖ କିଏ ବା ବୁଝୁଛି

        ବୁଝିବ ବା ଏଠି କିଏ

      ମୁଣ୍ଡେ ଝାଳ ମାରି କାମ କରୁଥାଏ

        ଶ୍ରମିକର କଷ୍ଟ ଇଏ ।


   


Rate this content
Log in