Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Classics

4  

Jharana Rout

Classics

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
6



    ଜଗତ ଜନନୀ ସୃଷ୍ଟି ପ୍ରଦାୟନୀ

         କଲ୍ୟାଣମୟୀ ସେ ମା

    ଅଭୟଦାୟିନୀ ବିଶ୍ୱସ୍ୱରୂପିଣୀ

          ସିଂହବାହିନୀ ସେ ମା ||

   

    ନାରୀ ନୁହେଁ ସେ ନିରୀହ ଦୁର୍ବଳା

          ନାରୀହିଁ ଶକ୍ତିମୟୀ 

     ଭିନ୍ନ ଭିନ୍ନ ରୂପ ନିଭାଏ ଥାଏ ସେ

         ନାରୀ ରୂପେ ନାରାୟଣୀ ||


     ଦୁଇକୂଳ ପାଁଇ ପ୍ରଦୀପଟିଏ

         ହସି ହସି ଜଳୁଥାଏ

     ନିଜ ଖୁସିକୁ ଜଳାଞ୍ଜଳି ଦେଇ

         ଅନ୍ୟ ପାଁଇ ହସୁଥାଏ ||


      ସର୍ବଜିତା ସେ ସର୍ବମୟୀ ମା 

         ଅସମ୍ଭବକୁ କରେ ସେ ସମ୍ଭବ

       ଶକ୍ତିସଂହାର ସେ ସର୍ବସ୍ବରୁପା ସେ

           ବିଶ୍ୱବିଜୟୀନୀ ମା ||


     


Rate this content
Log in

Similar oriya poem from Classics