STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ଗାଁକୁ ଫେରୁଥିବା ଶେଷ ଟ୍ରେନ

ଗାଁକୁ ଫେରୁଥିବା ଶେଷ ଟ୍ରେନ

1 min
115


ଗାଁକୁ ଫେରୁଥିବା ଶେଷ ଟ୍ରେନ

ଲୋକ ବେଶୀ ଟିଟି ଆସି

ଚେକ କରୁଥାନ୍ତି ଟିକେଟ ଅଛିତ କାଟି

ସେଦିନ ତରତର ହୋଇ ଚଢ଼ିଲି ଟ୍ରେନରେ ଯାଇ

ଟିଟି ବୁଝିଲେ ମୋ କଥା

ପାସ କରିଦିଅନ୍ତୁ କହିଲେ ବାଟ ସତ କଥା

ଡେରି ସହଳ ବେଳ ଅବେଳ

ଟିକେଟ କରିବା ଜଞ୍ଜାଳ

ରାସ୍ତା ହେଲା ସୁଗମ

ଟିଟିଙ୍କ ପରାମର୍ଶ ଧନ୍ୟ ଧନ୍ୟ

ବୋଉ ଯଗିକି ଥିଲା ଚାହିଁ

ମୋ ପୁଅ ଫେରିଲା କି ନାହିଁ

ଦେଖିଲେ ବାଢି ବସେ ଖାଦ୍ୟ

ସେ ହାତ ରନ୍ଧା ଭାରି ସୁଆଦ

ଟ୍ରେନ ଯେବେ ହୁଏ ଲେଟ

ବୋଉ ମୋ ମାରେ କୁହାଟ

ବସରେ ଆସିଲେ ହୁଅନ୍ତାନି

ବୋଉ ଜାଣିନି ଟ୍ରେନରେ କେତେ ସୁବିଧା

ରାତିରେ ଗାଁକୁ ଫେରିବା ପାଇଁ ।


Rate this content
Log in

Similar oriya poem from Abstract