Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anuja Behera

Abstract Inspirational Others

4.0  

Anuja Behera

Abstract Inspirational Others

ଜୟ ଜଗନ୍ନାଥ ଭାଗ - ୮

ଜୟ ଜଗନ୍ନାଥ ଭାଗ - ୮

1 min
130



ତୁମେ ମୋ ଚିନ୍ତାର ଚେତନା

ତୁମେ ସ୍ରଷ୍ଟା ସୃଷ୍ଟି ରଚନା


ତୁମେ ମୋ ହୃଦୟ ସ୍ପନ୍ଦନ

ତୁମେ ଭକ୍ତି ଭାବ ବନ୍ଧନ


ତୁମେ ମୋ ଆଖିର ଅକ୍ଷର

ତୁମେ ଧର୍ମ ସାକ୍ଷୀ ସ୍ବାକ୍ଷର


ତୁମେ ମୋ ବିପଦ ରକ୍ଷକ

ତୁମେ ଗର୍ବି ପାପିର ଭକ୍ଷକ


ତୁମେ ମୋ ରୂପର ସୁନ୍ଦର

ତୁମେ ନୀଳ ବିଜେ କନ୍ଦର


ତୁମେ ମୋ ଶରୀର ସତ୍ତା

ତୁମେ ବିଶ୍ଵ ସୃଷ୍ଟି କର୍ତ୍ତା


ତୁମେ ଅନନ୍ତ ଅନ୍ତରକ୍ଷ

ତୁମେ ମୁକ୍ତି ଆଉ ମୋକ୍ଷ ।




Rate this content
Log in

Similar oriya poem from Abstract