STORYMIRROR

Akshayakumar Dash

Romance Inspirational

3  

Akshayakumar Dash

Romance Inspirational

ଶବ୍ଦ

ଶବ୍ଦ

1 min
273


ତୀର ଯାହାକୁ କରଇ ବିଧ୍ୟ

ଝରଇ ରୁଧିର ପ୍ଲାବିତ କରେ କ୍ଷେତ

ବୋହିଆସେ ସବୁ ଶ୍ରୋତ ମିଶିବାକୁ ସାଗର

ସବୁ କାମ ଦିନେ କାମନା ସାଥିରେ

ଫେରିଆସେ ନିଜ ଠାରେ

ସାଗରକୁ ଦେଖି ତୃଷା ଲାଗିବାରୁ

ନେଲି ଚଳାଏ ଜଳ

ସେଜଳ କି ମୋର ତୃଷା ମେଣ୍ଟେଇଲା

ପଚାରେ ନିଜକୁ ଥରେ

ସବୁ ଶବ୍ଦ ଯାକ ସର ଶଯ୍ୟା କରି

ସୋଇଥିବି ହୋଇ ରଥୀ

ପାପ ରକ୍ତ ସବୁ ବହିଯାଉଥିବ

ଲଭିବି ମୁଁ ବିରଗତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance