STORYMIRROR

Bholanatha Bagarty

Drama Classics

3  

Bholanatha Bagarty

Drama Classics

ଶାନ୍ତି

ଶାନ୍ତି

1 min
61

କ୍ଷିପ୍ରବେଗି ସମୀରଠୁ ବଳି ତିବ୍ର ଏ ମନ,             

ମାତ୍ର ତଦ୍ଉର୍ଦ୍ଧେ ବିଚା଼ର ମଣନ୍ତି ଶୁଦ୍ଧିଜନ।     

ଜଗତ ଜଞ୍ଜାଳେ ବୁଦ୍ଧିମାନ ବୋଲି ଏ ନର,           

ମାତ୍ର ଅହଂ ଭାବେ ପଡି଼ ସିନା ହୁଏ ଛାରଖାର।   

  

ଯାହା ଠାରେ ତାର ଗୁଣ ଯେହ୍ନେ ସୁନ୍ଦର,            

ସେହ୍ନ,ମମତା ଓ ପ୍ରତି ଯେହ୍ନେ ନର।

ପିପାସି ନର ସର୍ବଦା ଦୁଃଖ ଭୋଗେ ନୀତି,           

ଯେତେ ବେଳେ କର୍ତ୍ତବ୍ଯରୁ ନିଏ ବିରତୀ।


ଶାନ୍ତିର ସନ୍ଧାନେ ଅଧର୍ମକୁ କରେ ଆସରା,          

ଧର୍ମେ ଥିଲେ ସଦା ଶାନ୍ତି ମିଲେ ପରା।

ତାକୁ ପାଇବା ପାଇଁ ଭଜ ପରତ୍ମାର ନାମ,          

ଶାନ୍ତି ପାଇବୁ ମିଶିଲେ ଆତ୍ମା ସାଥେ ପରତ୍ମାର ନାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama