Bholanatha Bagarty
Abstract
ମୃତ୍ୟୁ ଭୟରେ ମଣିଷ କାହିଁ
ସର୍ବଦା ଯାଉଛି ଡରି...
ସେହି ଡରିବାହିଁ କହୁଛି
ପ୍ରତିଦିନ ବଞ୍ଚିଛୁ ତୁ ମରି ମରି ।
ଦିବ୍ଯ ଜୀବନକୁ ଅଦିବ୍ଯ କରି
ଅକର୍ମେ ଛନ୍ଦି ହେଉ କାହିଁ ପାଇଁ
ମଣିଷ ଜନ୍ମ ଏକ ଦୁର୍ଲଭ ଏ...
ବିଭୂ ଦେଇଛନ୍ତି ସାର୍ଥକ ହେବାପାଇଁ।
ସମ୍ପର୍କରେ ନିଜ...
ନିଜ ବୋଲି ନାହି...
ମଧୁର ବାଣୀ
ଲକ୍ଷ
ସବୁ ହେଲା ଓଲଟା
ଶାନ୍ତି
ଭୟର ବାର୍ତ୍ତା
ତୁଳସୀ ର ଔଷଧୀୟ ଗୁଣ କେତେ ଅଛି ଜାତିଜାତି ରୋଗରୁ ଯେ ମିଳଇ ମୁକତି । ପ୍ରତିଦିନ ତୁଳସୀ ଯେ ସେବନ କରଇ ତୁଳସୀ ର ଔଷଧୀୟ ଗୁଣ କେତେ ଅଛି ଜାତିଜାତି ରୋଗରୁ ଯେ ମିଳଇ ମୁକତି । ପ୍ରତିଦିନ ତୁଳସୀ ଯ...
ଉପର ଉଡ଼ାଣ ନେବାକୁ ଓ ପରବର୍ତ୍ତୀ ରାସ୍ତା ପାଇଁ ଯେତେବେଳେ ହୃଦୟର ନିଶ୍ୱାସ ପ୍ରସ୍ତୁତ ହେଲା ; ମ ଉପର ଉଡ଼ାଣ ନେବାକୁ ଓ ପରବର୍ତ୍ତୀ ରାସ୍ତା ପାଇଁ ଯେତେବେଳେ ହୃଦୟର ନିଶ୍ୱାସ ପ୍ରସ୍ତୁତ ହେ...
ଚାକିରୀ ଚାକିରୀ
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ ଯାଏଁ ସେ କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ...
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...
ଈର୍ଷା ଈର୍ଷା
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ପୁତ୍ରର ବିଳାପ ପୁତ୍ରର ବିଳାପ
ବିଭୁ ପାଦ ପଦ୍ମେ ସମର୍ପିତ ପ୍ରାଣେ ଆସକ୍ତି ଛାଡିବା ଆମେ ମିଛ ଭକ୍ତି ଛାଡି ଭାବରେ ଭଜିବା ଜଗତର ନାଥ ନ ବିଭୁ ପାଦ ପଦ୍ମେ ସମର୍ପିତ ପ୍ରାଣେ ଆସକ୍ତି ଛାଡିବା ଆମେ ମିଛ ଭକ୍ତି ଛାଡି ଭାବରେ ଭଜିବା ଜଗତ...
ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।। ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।।
ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।। ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।।
ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି । ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି ।
ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ। ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ।
କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।। କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।।
ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।। ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।।
ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ ! ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ !
ଭକତି କୁସୁମାଂଜଳି ଭକତି କୁସୁମାଂଜଳି