STORYMIRROR

Bholanatha Bagarty

Classics Crime Others

3  

Bholanatha Bagarty

Classics Crime Others

ସବୁ ହେଲା ଓଲଟା

ସବୁ ହେଲା ଓଲଟା

1 min
56

ଦୀର୍ଘ କାଳୁ ଯାହା ଏକ ସରଳ 

ରେଖାରେ କରୁଥିଲା ଗତି,

ନଦୀ ସୁଅ ଯେହ୍ନେ ଓଳଟି

 ବହୁଛି ଦେଖୀ ଭ୍ରମ ହୁଏ ମତି।

କର୍ମଠ ମଣିଷ କବଳିତ ହୋଇ

ହେଲେ ଯେ ଯାହା ଘରେ ବନ୍ଦି,

ଭୋକିଲା ପେଟ ଆଜି କାନ୍ଦୁଛି 

ଗୁରୁଣ୍ଡି ଗୁରୁଣ୍ଡି।

ସବୁତ ଏଇ ଯୁଗର ମାନବ 

ସହ ପ୍ରକୁତିର କୁଟ,

ସେଥି ପାଇଁ ବୋଧେ ଲାଗେ

ଆଜି ହେଉଛି ଓଲଟ ପାଲଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics