STORYMIRROR

Brundabana Pradhan

Tragedy

2  

Brundabana Pradhan

Tragedy

ସେ ଆସିଲେ

ସେ ଆସିଲେ

1 min
208

ସେ ଆସିଲେ 

କିଏ ତ ଖୁସିରେ 

ଆତ୍ମହରା ହାଇଯାଏ। 

ଆଉ କିଏ 

ଜନ୍ମ ଦିନର 

ଉପଭୋଗ ପୂର୍ବକ 

ମସଗୁଲ୍ ଥାଏ। 

ହେଲେ ସେ ଆସିଲେ 

ମତେ କିଆଁ ଖୁବ୍ 

ଦୁଃଖ ଲାଗେ 

ଅହରହ ଖୋଜେ 

କେତେ 

ବିଗତ ଜନ୍ମଦିନ ସବୁକୁ। 


Rate this content
Log in

Similar oriya poem from Tragedy