STORYMIRROR

Ghanashyam Biswal

Romance

3  

Ghanashyam Biswal

Romance

ସବୁ ସପନ ହୁଏନି ସତ

ସବୁ ସପନ ହୁଏନି ସତ

1 min
206

ସବୁ ସପନ ହୁଏନି ସତ

ରାତି ସାରା ଆଖିରେ

ଲୁହ ଝରାଇ ଝରାଇ ଓଠରେ ପିଇପିଇ ଥକିଗଲେ

କୋହରେ ଜଳି ଜଳି

ଛାତି ଯେତେ ପିଟିହେଲେ

ମନପକ୍ଷୀ ବାଟବଣା ହୋଇ

ହଜିଗଲେ

କି,

ତୃଷାର୍ତ୍ତ ହୋଇ ଯନ୍ତ୍ରଣା ସହି ନ ପାରି ମରିଗଲେ

ହୃଦୟ ଖଣ୍ଡ ଖଣ୍ଡ ହୋଇଗଲେ

କି,

ଜୀବନ ବେସାହାରା ହୋଇ

ଯାଯାବର ହେଲେ

ନିଶ୍ୱାସ ବନ୍ଦ ହୋଇଗଲେ

କି,

ହୃଦୟ ସ୍ପନ୍ଦନ ଅଟକିଗଲେ

ସବୁ ସପନ ହୁଏନି ସତ ।


Rate this content
Log in

Similar oriya poem from Romance