STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ସ୍ବପ୍ନ

ସ୍ବପ୍ନ

1 min
0

ସ୍ବପ୍ନମୟ ପୃଥିବି ହେଉ କି 
ରଙ୍ଗମୟ ଜୀଵନ, ସ୍ନେହମୟ 
ସମ୍ପର୍କ ହେଉ କି, ଜଂଜାଳ ଗ୍ରସ୍ତ 
ଜୀଵନ, ଜୀଵନ ଟା ଯେବେ ଜୀଵନ 
ତୁଲ୍ୟ ପ୍ରତୀୟମାନ ହୁଏନା 
କେଜାଣି କାହିଁକି ଭଲପାଇବାର 
ବାହାନା ଟିକକ ଦ୍ୱାହିଦେଇ 
ଏ ରଙ୍ଗମୟ ପୃଥିବୀଟା 
ସ୍ୱପ୍ନର ବଗିଚାରେ କେତେ ଯେ 
ପୁଷ୍ପ ପାରିଜାତ ପ୍ରସ୍ପୁଟନ ହୁଏ 
ସ୍ବପ୍ନ ମୋର ବଗିଚା, ଆଉ ସ୍ବପ୍ନ 
ସବୁ ସୁଗନ୍ଧମୟ ପୁଷ୍ପ 
ଆଉ ମୁଁ ନିତି ସ୍ବପ୍ନ ଦେଖେ 
ଫୁଟିବାକୁ ସ୍ୱପ୍ନର ସେ ବଗିଚାରେ 


Rate this content
Log in

Similar oriya poem from Abstract