STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ତମପାଇଁ

ତମପାଇଁ

1 min
2

ଲେଖେଯେବେ ଜୀଵନ ଯନ୍ତ୍ରଣାର କଥା 
କହେ ଯେବେ ଅତ୍ମୀୟତାର ଗୋପନ କଥା 
ମନକଥା, ତମେ ମତେ ଭଲ ପାଅ କି ନ ପାଅ 
ତମ ସ୍ମୃତିର ଦର୍ପଣ ରେ ମୁଁ ମୁହଁ ଦେଖେ 
ତମ ଚଳଣି ର ଆଦର୍ଶ ରେ ବାଟ ଚାଲେ 
ତମ ଭଲପାଇବାରେ ମୁଁ ଅତ୍ମୀୟତା ଖୋଜେ 
ତମେ ମତେ ଭଲ ପାଅ କି ନ ପାଅ 
ତୁମକୁ ମୁଁ ସର୍ବଶ୍ରେଷ୍ଟ ମାନେ.........


Rate this content
Log in

Similar oriya poem from Abstract