STORYMIRROR

Sudhashree Bhattamisra

Inspirational

4  

Sudhashree Bhattamisra

Inspirational

ପୁଣ୍ୟ

ପୁଣ୍ୟ

1 min
0

ପଙ୍କ ନୁହେଁ ଏହି ପାପ 
ପଙ୍କ ନୁହେଁ ଏହି ଦହନ 
ପଙ୍କ ନୁହେଁ ଏହି ଅନ୍ତରଦହନ 
ଏ ଅନଳ ଏ ଜ୍ୱଳନ 
ପଙ୍କ ନୁହେଁ ମନ, ହୃଦୟ 
ଆତ୍ମା ଶରୀର, ଅନ୍ତର 
ମୁଁ ଚାହେଁ ଜିଁବାକୁ 
ପାପମୁକ୍ତ ଜୀଵନ 
ଅନ୍ୱେଷଣ ମୋର 
ସେହି ଏକ ମାତ୍ର ଲକ୍ଷ୍ୟ 
ସେହି ଚିରନ୍ତନ ଶାଶ୍ୱତ 
ପୁଣି ଶୁଦ୍ଧ ନିତ୍ୟ 
ସୁନ୍ଦର ସରସ ଏକ 
ପାପ ମୁକ୍ତ ଜୀଵନ........


Rate this content
Log in

Similar oriya poem from Inspirational