STORYMIRROR

SUDARSHAN GILI

Tragedy

2  

SUDARSHAN GILI

Tragedy

ସୈତାନ

ସୈତାନ

1 min
260


ଆଜି କାଲି କାହିଁ କେଜାଣି 

ସୈତାନ ମାନେ ରାସ୍ତା ରେ ବୁଲୁଛନ୍ତି

ଲୋକ ମାନଂକୁ ଦେଖିଲେ 

ସାଲୁଟ ମାରୁଛନ୍ତି l


ସେ ସୈତାନ ଆଉ କେହି ନୁହେଁ 

ଛଳନାତ୍ମକ ନେତା, ମନ୍ତ୍ରୀ l

ଅଭିନୟରେ କରେ ସେ ଲୋକଙ୍କୁ ମୋହିତ 

ବିଜୟ ର ଟୀକା ପିନ୍ଧିବା ପାଇଁ l


ସୈତାନ ଆଜି ବିଜୟ ର ଟୀକା ପିନ୍ଧିଛି 

ଲୋକଙ୍କ ରକ୍ତ କୁ ଛାଣି ପିଉଛି l

ଅର୍ଥ ଥିଲେ କାମ କରୁଛି 

ନହଲେ ବାବୁ ତୁ କିଏ କହୁଛି


ଅର୍ଥ ସୈତାନ କୁ ଗିଳି ନେଇଛି 

ସୈତାନ ଆଜି ନିରୀହ ଲୋକ ବେକରେ ଛିଡା ହଉଛି l

ଇଲେକ୍ସନ ଆସିଲେ 

ଗାଁ କୁ ଧଉଛି l


ବାବୁ, କକା କହି 

ଗୋଡ ତଳେ ଲମ୍ବରେ ପଡି ଯାଉଛି l

ଇଲେକ୍ସନ ସରିଲେ 

ପୁଣି ସପୁଆ ଗାତରେ ପଶି ଯାଉଛି 

ଏହା କଣ ସୈତାନ ଠିକି କରୁଛି l


ଇଲେକ୍ସନ ହେବା ର ତିନି ମାସ ଗତି କରି ଯାଇଛି 

କାହିଁ କେଜାଣି ସୈତାନ ମାନେ 

ଆଉ ରାସ୍ତା ରେ ନଜର ଆସୁନାହାନ୍ତି l

ନିରୀହ ଲୋକ ତାର ଦାବି ପାଇଁ 

ସୈତାନ ଘରେ ନିଜକୁ ବିକୁଛି l



Rate this content
Log in

Similar oriya poem from Tragedy