Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ସାରଥି ପ୍ରଭୁ ହେ

ସାରଥି ପ୍ରଭୁ ହେ

1 min
209



ସାରଥି ପ୍ରଭୁ ହେ ନିଳାଚଳପତି 

ଆତ୍ମା ନିୟାମକ ମୋର

ଭରସା କେବଳ ଜୀବନ ଜ୍ୱ।ଳାରେ

ଆଲିଙ୍ଗନ ତୋ ବକ୍ଷର ।

ଜୀବନେ ଯେତେ ଅଭିଜ୍ଞତା ମୁଁ ଯେ

ଖୋଜି ଖୋଜି ପାଇ ପାରିଛି

ସେତେକ ମୋ ପାଇଁ ଜୀଇବାର ବହୁ

ଉପାଦାନ ଦେଇ ସାରିଛି

ଲୋଡା ନାହିଁ ଆଉ ମୋର

ଛାଇ ଆଲୁଅର ଲୁଚକାଳି ଖେଳୁ

ପାଇବିକି ମରୁଝର ।

ସାରଥି ପ୍ରଭୁ ହେ

ନିରାଶ ମନରେ ବିନାଶ କାଳରେ

ପ୍ରଭୁ ତୁମ ନାମ ଯେବେ ଚିନ୍ତୁଛି

ଆଲୋକ ନୂତନ ଆଶାର ଜ୍ୟୋତି ର

ଅଙ୍କୁରିତ ହୋଇ ଉଠୁଛି

ଭରସା କେବଳ ମୋର

ରଙ୍ଗା ଅଧରର ମଧୁଝରା ହସ

ଝଲକେ ଲିଭୁ ଅନ୍ଧାର ।

ସାରଥି ପ୍ରଭୁ ହେ ..



Rate this content
Log in

Similar oriya poem from Classics