STORYMIRROR

Suryakanta Kanungo

Inspirational

3  

Suryakanta Kanungo

Inspirational

ସାଂପ୍ରତିକୀ

ସାଂପ୍ରତିକୀ

1 min
11

ଶୁଣିଲି ଆଜିକାଲି ବର୍ଷା ହେଉନି! 
ଶ୍ରାବଣ ଟା କୁଆଡେ ବାଟଭୁଲି ଚାଲିଯାଇଛି ନା
ଛନ୍ଦି ହୋଇଯାଇଛି ଦାମ୍ପତ୍ୟ କଳହ ରେ?। 
କୁଆଁରୀ ଜହ୍ନ ଟା କୁଆଡେ ଆତ୍ମହତ୍ଯା କରୁଛି
ଦେହରେ ନିଆଁ ଲଗାଇ। 
କିଏ ଜଣେ ଫେବର୍ ଆଳରେ ଚାହୁଁ ଥିଲା
କଳକିଂତ କରିବାକୁ ତାକୁ। 
କିଛିଦିନ ତଳେ ଭରା ଦିଶୁଥିବା ନଈ ଟା
ଏବେ ପୁଣିଥରେ ଶୁଖିଲା ତିଶୁଛି
କଣ ସମୁଦ୍ର ଶୋଷି ନେଉଛି ସବୁ ପାଣି  
ଠିକ୍ ଯେମିତି ଡୋନାଲ୍ଡ ଟ୍ରମ୍ପ୍
ଟାରିଫ୍ ଲଗେଇ ଭାରତ କୁ ଶୋଷିଲା ପରି। 
ଶେଷରେ ଆମ୍ ଜନତା ପରି ଆକାଶ ଟା ବିରକ୍ତ ହେଲାଣି
ଅଦିନିଆ ତାତୀ ଆଉ ନ ବର୍ଷୀ ବୁଲୁଥିବା ମିଛ ବାଦଲ ମାନକୁଂ ଦେଖି। ମୁଂଡଚଲା ଭ୍ରଷ୍ଟ ସାମ୍ବାଦିକ ମାନକଂର
ମିଛ ଓ ଅଲୋଡା ନିଉଜ ଶୁଣି ଶୁଣି। 
 


Rate this content
Log in

Similar oriya poem from Inspirational