STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

ସ୍ୱର୍ଗଦପି ଗରୀୟସୀ

ସ୍ୱର୍ଗଦପି ଗରୀୟସୀ

1 min
156

ସେଇ ଦୂର ଦିଗବଳୟର ଦିଗନ୍ତରୁ

ସେଇ ସବୁଜଶ୍ୟାମଳ ଶସ୍ୟ ସମ୍ଭାରରୁ

ସୁରମ୍ୟ ସୁନ୍ଦରୀ

ଜନନୀ ମୋହରି

ନିଗାଡ଼ି ଦିଏ ସୁଧା ବକ୍ଷ ଭିତରୁ


ଛାତିରେ ପାଦକୁ ଧରି ଶିଖେଇଲା ଚାଲି

ତା ଦାଣ୍ଡଧୂଳିରେ ମୁ କେତେଯେ ଖେଳିଲି

ସାହା ମୋର ଏକା

ସେ ଦେଶ ମାତୃକା

ପାରିବିନି କେବେ ତାକୁ ମୁ ଭୁଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract