Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

4  

kahnu charan sahu

Abstract

ସ୍ୱାଧୀନତା

ସ୍ୱାଧୀନତା

1 min
305


ଭାରତ ସ୍ୱାଧୀନ ହେବାର

ଅନେକ ବର୍ଷ ବିତିଗଲାଣି

ତଥାପି ଦେଶ ସ୍ଵାଧୀନ ଠାରୁ

ପରାଧୀନତା ଆଡ଼କୁ ଆଗେଇ ଚାଲିଛି ।


ନ୍ୟାୟ ଅନ୍ୟାୟର ମାପଚୁପ କରିବାକୁ

ନ୍ୟାୟଳୟ ଥାଇ ସବୁ ଅନୀତି ସୀମା ଟପୁଛି,

ଭ୍ରଷ୍ଟାଚାର, ଅତ୍ୟାଚାର ଆଜି ଦେଶକୁ ପଥ ଦେଖଉଛ

ଧର୍ମ ଏଠି ପଙ୍ଗୁ ହେଇ କର୍ମ କରୁଛି ।


ଗରିବ ବିଚରା ଖଟି ଖାଇ ଦିନ ସାରେ

ନେତା ମହାଜନ ସେତକ ବି ଲୁଟିବାର

ବାଜି ମାରି ହସଖୁସି ବିଳାସରେ 

ଜୀବନ ଅତିବାହିତ କରେ ।


ସ୍ୱାଧୀନତା କେବଳ ନାଆ ଓ ଖାତା କଲମରେ ସାଇତା

ଯେମିତି ଦେଶ ଥିଲା ତା'ଠୁ ବି ଅଧିକ ଅଳିଆ

କେବଳ କାରବାର ଚାଲେ ଦିନରାତି

ଅନ୍ୟାୟ ଓ ଅନୀତିର ଖୁଲମ ଖୁଲା ।।


Rate this content
Log in

Similar oriya poem from Abstract