ରାମାୟଣରୁ ପଦେ
ରାମାୟଣରୁ ପଦେ


ସେହି କ୍ଷେଣି ଆସି ପ୍ରବେଶିଲେ ରୁଷି ବର,
କହିଲେ ଏକ ବାଣୀ,
ଲୋଡ଼ା ମୋର ଦୁଇ ପୁତ୍ର ହେ ରାଜନ ,
ଦିଅ ଏହି କ୍ଷଣି |
ଏହା ଶୁଣି ରାଜା ହେଲେ ବିଷାଦ,
ଏବେ ସାରି ଫେରିଛନ୍ତି ସାମରିକ,
ଅଟନ୍ତି ଏବେ ସେ ବାଳକ,
କି ଲୋଡ଼ା ମୋର ପୁତ୍ର ମାନଙ୍କ |
ବୋଲନ୍ତି ରାଜା ଙ୍କ ମୁଖ ଚାହିଁ,
ରାଜା ହେବାର ଯୋଗ୍ୟ ନାହିଁ,
କାହିଁ ସତ୍ୟ ପାଠ କରୁଥିଲ,
ରାଜ୍ୟ ଙ୍କୁ ସୁରକ୍ଷା ଦେବା ପାଇଁ |
କ୍ଷମା, ଗୁରୁବର କ୍ଷମା ମାଗୁଛି ମୁହିଁ,
କୁହ ତୁମ୍ଭ ସମସ୍ୟ
ା ଏଥର,
ମୁହିଁ ରାଜା ଅଟେ ଏ ରାଇଜର,
ଏବେ ବି ସେ ସିଂହ ର ଅଛି ବଳ |
ଉତ୍କଣ୍ଠା ମନରେ ବୋଲନ୍ତି ବାଣୀ,
ଆପଣ ନୁହନ୍ତି ସେ ବୀର ମଣି,
ଆମ୍ଭେ ଚାହୁଁ ତୁମ୍ଭ କୁମାର,
ଆମ୍ଭ ସମସ୍ୟା କରିବେ ଦୂର |
ରାମ ଲକ୍ଷ୍ମଣ ଙ୍କୁ ହିଁ ଆସିଛି ନବା ଙ୍କୁ,
ମୁହିଁ ଖାଲି ହସ୍ତେ ଯିବି କି ଫେରି,
ହେ ରାଜନ ସତ୍ୟ, ଧର୍ମ ର ଦିଅ ଗୁହାରି,
ଲାଗିଲା ସୁଯ୍ୟ ବଂଶ ରେ କଳଙ୍କ ତୁମ୍ଭରି |
ବୋଲିଲେ ରାମ ପିତା ମାତା ଙ୍କ ଆଗମ,
କିଛି ଚିନ୍ତା କରନି ମୋ ଜନ୍ମ ଦାତା,
ଆସିବି ଫେରି ଶୀଘ୍ରମ ଏହି,
ମୁନି ରୁଷି ଙ୍କ ସମ|